Ashirbad Academy Bring Your Future to Life!
ଆମେ ପାରମ୍ପରିକ ଶିକ୍ଷାକୁ ଆଧୁନିକ କୌଶଳ ସହିତ ସମନ୍ୱୟ ରକ୍ଷା କରି ଛାତ୍ରଛାତ୍ରୀ ଓ ଶିକ୍ଷାପ୍ରତି ଉତ୍ସାହୀ ମାନଙ୍କ ପାଇଁ ଏକ ସରଳ ଓ ନୂତନ ଶିକ୍ଷା ଯାତ୍ରା ଆରମ୍ଭ କରିବାକୁ ଯାଉଛୁ ।
SCHOOL ଓ COLLEGE ର ନିୟମିତ ଶିକ୍ଷା ଠାରୁ ଆରମ୍ଭ କରି, ପ୍ରତିଯୋଗିତା ପରୀକ୍ଷା ପ୍ରସ୍ତୁତି ଏବଂ ବୃତ୍ତିମୂଳକ ଦକ୍ଷତା ବିକାଶ ପର୍ଯ୍ୟନ୍ତ – ଆମ ଦକ୍ଷ ଶିକ୍ଷକ ଓ Ashirbad Academy Digital ପ୍ଲାଟଫର୍ମ ଆପଣଙ୍କୁ ଦେଉଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାର ଆଶ୍ୱାସନ।
ଆଜି ହଜାର ହଜାର ଶିକ୍ଷାର୍ଥୀ ଆମ ସହ ତାଙ୍କ ଭବିଷ୍ୟତ ଗଢ଼ୁଛନ୍ତି – ଆପଣ ମଧ୍ୟ ତାଙ୍କ ସହ ସାମିଲ ହୁଅନ୍ତୁ ।
Hello, Educators
ନା, ମୁଁ Tution ଯିବି ନା, ମୁଁ ପଇସା ଦେବି ...
ସଂପୂର୍ଣ୍ଣ ପାଠ ମାଗଣାରେ ପାଇବି
Class 1 ରୁ Job ପାଇବା ଯାଏ ଆପଣଙ୍କର ପସନ୍ଦ Ashirbad Academy
100% Free for All Govt and Skill. Job
ନା, ମୁଁ Tution ଯିବି ନା, ମୁଁ ପଇସା ଦେବି ...
ସଂପୂର୍ଣ୍ଣ ପାଠ ମାଗଣାରେ ପାଇବି
Class 1 ରୁ Job ପାଇବା ଯାଏ ଆପଣଙ୍କର ପସନ୍ଦ Ashirbad Academy
100% Free for All Govt and Skill. Job
Free Live Class
ଶ୍ରେଷ୍ଠ ଶିକ୍ଷକ ମାନଙ୍କ ଦ୍ଵାରା ଶିକ୍ଷାଦାନ, ଯାହାକି +2 CHSE ,Odisha Board , Class 6 ରୁ12th class BSE Board ଓ CHSE ODISHA ପର୍ଯ୍ୟନ୍ତ ଉପଲବ୍ଧ । CBSE ପାଠ୍ୟକ୍ରମରେ ଆଗକୁ ନେବା ପାଇଁ ଆମର ପ୍ରଚେଷ୍ଠା । ଯାହାକି NCERT free Class, Notes ଏବଂ Test Odia , Hindi ଏବଂ English ରେ ପାଇବେ ।
Free Video Class
100 % Free Record Class ଆପଣମାନଙ୍କୁ ଆଣିଦେବ ଅପୂର୍ବ ସଫଳତା । 24/7 ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଦେଖି ପାରିବେ, Advanced computer skills ଏବଂ Government Job ପାଇଁ ଆପଣ ମାନଙ୍କୁ Prepare କରିବା ଆମର ପ୍ରଧାନ ଲକ୍ଷ୍ୟ
Free Notes / Study Materials
Digital Notes ଏବଂ Hand writing Notes ସରଳ ଭାଷାରେ ଲେଖାଯାଇଥିବା chapter-wise notes for +2 CHSE Odisha, BSE Class 6 to 12 and CBSE syllabus—ଏହା ଶ୍ରେଷ୍ଠ ଶିକ୍ଷକଙ୍କ ଦ୍ଵାରା ତିଆରି Free Class Notes pdf ।
Mock Tests
OSSC, OJEE, ITI, Odisha Government Job, Computer Skill ଓ ଅନ୍ୟାନ୍ୟ ପ୍ରତିଯୋଗିତା ପରୀକ୍ଷା ପାଇଁ ଆମେ ଆଣିଛୁ ସମସ୍ତ ମୁଖ୍ୟ ବିଷୟର Mock Test online ରେ ଉପଲବ୍ଧ। OSSSC Mock Test Online OJEE Mock Test Online ITI Mock Test Online Odisha Government Job Mock Test RI AMIN Mock Test Odisha OPSC Mock Test Online Odisha Police Constable Mock Test CT/B.Ed Mock Test Odisha Odisha Competitive Exam Mock Test OTET Mock Test Mock Test for SSC, JEE, Bank, Government Job & PDF Download
Advanced Computer / Job Skills
ଆପଣଙ୍କ ଚାକିରି ଜୀବନକୁ ନୂତନ ସ୍ରୋତକୁ ନେଇଯିବା ପାଇଁ ଆମର Advanced Computer Skills & Job Skills Training online Course ଆପଣଙ୍କ ପାଖରେ। ଏହି କୋର୍ସରେ ଆପଣ ଶିଖିପାରିବେ: ଆମର ଉନ୍ନତ କମ୍ପ୍ୟୁଟର କୌଶଳ (Advanced Computer Skills) କୋର୍ସ ଆପଣଙ୍କୁ ଦେଉଛି : MS Excel Advanced Tutorial, Python Programming Course, Digital Marketing Training ଓ Soft Skills Workshop—ସମସ୍ତ ଟ୍ରେନିଙ୍ଗ 100% ଅନଲାଇନ୍ ଓ ନି:ଶୁଳ୍କ। ଏହି Job Skills Training ଆପଣଙ୍କର ଚାକିରି ପ୍ରସ୍ତୁତିକୁ ଶକ୍ତିଶାଳୀ କରିବା ପାଇଁ practical exercises, mock test series, ଓ downloadable PDF materials ସହିତ।
Government Job
1. ଓଡ଼ିଶା ଓ ଭାରତର Competitive Exam (OSSC, OPSC, OSSSC, Police, B.Ed, CT, TET, RI, AMIN, Banking) ପାଇଁ **Free Online Classes**—Expert YouTubers ମାନଙ୍କର Live ଓ Recorded Sessions। Free Study Notes**—Chapter‑wise PDF ଫର୍ମାଟ ଡାଉନଲୋଡ୍ କରନ୍ତୁ। Mock Test Series**—OSSC, OPSC, Police, Banking ଓ RI‑AMIN ପାଇଁ Online Tests। Downloadable PDFs**—Previous Year Questions, Practice Sets ଓ Quick Revision Notes। CT/B.Ed & TET Preparation**—Specialized Video Modules। ITI & OJEE Mock Tests**—Your Skill Assessment। Mobile-Friendly Interface**—Any Deviceରୁ Learning।
Instant Download
Instant Download: Get your digital content instantly with just a click, no waiting required.
Secure Payment
Ensuring peace of mind, we offer secure payment solutions for worry-free transactions.
Swift Support Solutions
Our dedicated team delivers lightning-fast support to resolve your issues with efficiency and expertise.